Difference between revisions 101551 and 101552 on orwiki


ଶ୍ରୀମତ୍ ସ୍ଵାମୀ  ଚେତନାନନ୍ଦ ସରସ୍ବତୀ ଜଣେ [[ନିଗମାନନ୍ଦ ପରମହଂସଙ୍କ]] ପନ୍ଥାର ସନ୍ୟାସୀ। ତାଙ୍କର ପୁର୍ବାଶ୍ରମର ନାମ ଥିଲା ଡ.  ଚକ୍ରପାଣି ମିଶ୍ର। ସେ ଜଣେ କୃଷି ବି  ଜ୍ଞାନ ର ଅଧ୍ୟ୍ୟାପକ ଥିଲେ। ଚାକିରି ରୁ ଅବସର ନେବା ପରେ ସେ ୧୯୯୫ ମସିହାରେ  ଶ୍ରୀମତ୍ ସ୍ଵାମୀ ବିଶୁଦ୍ଧାନନ୍ଦ ଙ୍କ ଠାରୁ ସନ୍ୟାସ ନେଇଥିଲେ| ତାଙ୍କ କାମର ସବିଶେଷ ବିବରଣୀ www.chetanananda.in ରୁ ମିଳିପାରିବ|

[[ବିଭାଗ:ଧର୍ମ]]