Difference between revisions 101584 and 101585 on orwiki

{{ଛୋଟ|K.M.B.B College of Engineering}}
'''କେ.ଏମ.ବି.ବି କଲେଜ ଅଫ ଇଞ୍ଜିନିୟରିଂ'''' ,[[ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ|ବି.ପି.ୟୁ.ଟି ]]ଦ୍ଵାରା ଅନୁବନ୍ଧିତ  ଏକ କଲେଜ । ଏହା ଭୁବନେଶ୍ଵର ଠାରୁ ୩୫ କିଲୋମିଟର ଦୂରରେ ଅବସ୍ଥିତ। ଏହା     ଦଳେଇପୁଟ ନାମକ ଗାଁ    ନିକଟରେ  ଏହା  ଅବସ୍ଥିତ  । ସମ୍ବାଦ ଆମ ଓଡିଶା ଟ୍ରଷ୍ଟ୍ ତରଫରୁ ଏହି ମହାବିଦ୍ୟାଳୟଟି ପ୍ରତିଷ୍ଟା କରା ହୋଇଛି।



[[ଶ୍ରେଣୀ:ଓଡ଼ିଶାରେ କଲେଜ ଓ ବିଶ୍ଵବିଦ୍ୟାଳୟ]]
[[ଶ୍ରେଣୀ:ଓଡ଼ିଶାରେ ଶିକ୍ଷା]]