Difference between revisions 101609 and 101617 on orwiki
ଶ୍ରୀମତ୍ ସ୍ଵାମୀ ଚେତନାନନ୍ଦ ସରସ୍ବତୀ ଜଣେ [[ସ୍ଵାମୀ ନିଗମାନନ୍ଦ ପରମହଂସଙ୍କ]] ପନ୍ଥାର ସନ୍ୟାସୀ। ତାଙ୍କର ପୁର୍ବାଶ୍ରମର ନାମ ଥିଲା ଡ. ଚକ୍ରପାଣି ମିଶ୍ର। ସେ ଜଣେ କୃଷି ବିଜ୍ଞାନ ର ଅଧ୍ୟାପକ ଥିଲେ। ଚାକିରି ରୁ ଅବସର ନେବା ପରେ ସେ ୧୯୯୫ ମସିହାରେ ଶ୍ରୀମତ୍ ସ୍ଵାମୀ ବିଶୁଦ୍ଧାନନ୍ଦ ଙ୍କ ସରସ୍ବତୀଙ୍କ ଠାରୁ ସନ୍ୟାସ ନେଇଥିଲେ। ତାଙ୍କ କାମର ସବିଶେଷ ବିବରଣୀ www.chetanananda.in ରୁ ମିଳିପାରିବ|
[[ବିଭାଗ:ଧର୍ମଶ୍ରେଣୀ:ହିନ୍ଦୁ ସନ୍ୟାସୀ]]
This site is not affiliated with or endorsed in any way by the Wikimedia Foundation or any of its affiliates. In fact, we fucking despise them.
|