Difference between revisions 132821 and 132843 on orwiki{{Unreferenced|date=ଅଗଷ୍ଟ ୨୦୧୩}}
ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଗଛ ମାନଙ୍କର ବଁଚିବା, ବଢିବା ଓ ଜୀବନର ବାକି ସବୁ ପ୍ରକ୍ରିୟାକୁ ଅଧିକ ସହଜ ଓ ସରଳ ଢଙ୍ଗରେ ସାଧାରଣ ଲୋକଙ୍କ ପାଖରେ ପହଁଚେଇବାର ଉଦ୍ଦେଶ୍ୟ ନେଇ ତିଆରି କରାଯାଇଛି । ଏହା [[ଭୁବନେଶ୍ୱର]]ଠାରେ ଅବସ୍ଥିତ ।'''ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର''' [[ଓଡ଼ିଶା]]ର [[ଭୁବନେଶ୍ୱର]]ରେ ଅବସ୍ଥିତ ଏକ ଉଦ୍ଭିଦ ଗବେଷଣା କେନ୍ଦ୍ର । ଏହା ୧୯୮୫ ମସିହାରେ ଭୁବନେଶ୍ୱରରେ ଏକ ଅବସର ବିନୋଦନ ଉଦ୍ୟାନ ଭାବରେ ଆରମ୍ଭ କରାଯାଇଥିଲା ।<ref>{{cite web|url=http://www.rprcbbsr.com/index.php|publisher=Regional Plant Resource Centre}}</ref>
== ଆଧାର ==
{{ଆଧାର}}
[[ଶ୍ରେଣୀ:ଉଦ୍ଭିଦ ସମ୍ପଦ କେନ୍ଦ୍ର]]
This site is not affiliated with or endorsed in any way by the Wikimedia Foundation or any of its affiliates. In fact, we fucking despise them.
|