Difference between revisions 196645 and 196650 on orwiki

ଶିରିଡି ର ସାଇ ବାବା, ଶିରିଡି ସାଇ ବାବା ନାମରେ ପୃଥିବୀ ବିଖ୍ୟାତ । ସାଇବାବାଙ୍କ ଭକ୍ତମାନେ ବିଭିନ୍ନ ସମୟରେ ସାଇଙ୍କୁ ଶ୍ରୀ ସାଇନାଥ ପ୍ରଭାତାଷ୍ଟକ ଧ୍ୟାନ ଓ ଆରାଧନା କରି ତାଙ୍କର କୃପା ଲାଭ କରିବାର ବିଶ୍ଵାସ କରାଯାଏ । ସାଇଙ୍କ "ଶ୍ରୀ ସାଇନାଥ ପ୍ରଭାତାଷ୍ଟକ"<ref>[http://www.omjai.org/Sai%20Natha%20Ashtakam "Hinduism"]</ref>କୁ ନିମ୍ନରେ ବର୍ଣ୍ଣନା କରାଗଲା ।

[[File:Baba stone.jpg|100px|ଶିରିଡି ସାଇ ବାବା]]
{{col-begin|width=95%}}
|-
| 
'''ଶ୍ରୀ ସାଇନାଥ ପ୍ରଭାତାଷ୍ଟକ'''

(contracted; show full)
ତ୍ୟାଂଚେ ଚିତ୍ତାସି ଦେତୋ ଅଖିଳ ହରୁନିୟା ଭ୍ରାନ୍ତି ମୀ ନିତ୍ୟଶାନ୍ତି ।

ଐସେ ହେ ସାଇନାଥେ କଥୁନି ସୁଚବିଲେ ଜେବି ୟା ବାଳକାସଶୀ ।

ତେବି ତ୍ୟା କୃଷ୍ଣପାୟୀ ନମୁନି ସବିନୟେ ଅର୍ପିତୋ ଅଷ୍ଟକାଶୀ ।

ଶ୍ରୀ ସଚ୍ଚିଦାନନ୍ଦ ସଦ୍.ଗୁରୁ
ଦା ସାଇନାଥ ମହାରାଜ କୀ ଜୟ ।

ରହମ୍ ନଜର୍ (ପଦ)

ସାଇ ରହମ୍ ନଜର୍ କର୍ ନା, ବଚ୍ଚୋଁକା ପାଲନ୍ କର୍.ନା

ସାଇ ରହମ୍ ନଜର୍ କର୍ ନା, ବଚ୍ଚୋଁକା ପାଲନ୍ କର୍.ନା ।

ଜାନା ତୁମ୍ ନେ ଜଗତ୍ ପସାରା, ସବ୍ ହି ଝୁଠ୍ ଜମାନା ।

ଜାନା ତୁମ୍ ନେ ଜଗତ୍ ପସାରା, ସବ୍ ହି ଝୁଠ୍ ଜମାନା । (୨ ଥର)

ସାଇ ରହମ୍ ନଜର୍ କର୍ ନା, ବଚ୍ଚୋଁକା ପାଲନ୍ କର୍.ନା ।

ମେ ଅଁନ୍ଧା ହୁଁ ବନ୍ଦା ଆପକା, ମୁଝକୋ ପ୍ରଭୁ ଦିଖଲାନା ।

ମେ ଅଁନ୍ଧା ହୁଁ ବନ୍ଦା ଆପକା, ମୁଝକୋ ପ୍ରଭୁ ଦିଖଲାନା ।

ସାଇ ରହମ୍ ନଜର୍ କର୍ ନା, ବଚ୍ଚୋଁକା ପାଲନ୍ କର୍.ନା (୨ ଥର)

ଦାସଗଣୁ କହେ ଅବକ୍ୟା ବୋଲୁଁ ଥକ ଗୟି ମେରୀ ରସ୍ ନା । (୨ ଥର)

ସାଇ ରହମ୍ ନଜର୍ କର୍ ନା, ବଚ୍ଚୋଁକା ପାଲନ୍ କର୍.ନା । (୨ ଥର) ।


ରହମ୍ ନଜର କରୋ ଅବ ମୋରେ ସାଇ ।

ତୁମ ବିନ୍ ନହିଁ ମୁଝେ ମା-ବାପ-ଭାଇ ।

ରହମ୍ ନଜର କରୋ ଅବ ମୋରେ ସାଇ । (ଘୋଷା)

ମେ ଅନ୍ଧାହୁଁ ବନ୍ଦା ତୁହ୍ମାରା । (୨ ଥର)

ମୈ ନା ଜାନୁ(୩ ଥର) ଆଲ୍ଲା ଇଲ୍ଲାହୀ ।

ରହମ୍ ନଜର କରୋ ..... (୧)

ଖାଲି ଜମାନା ମୈଁନେ ଗମାୟା (୨ ଥର) ।

ସାଥୀ ଆଖର କା (୩ ଥର) କିୟା ନା କୋଇ ।

ରହମ୍ ନଜର କରୋ ..... (୨) ।

ଅପନେ ମସୀଦ୍ କା ଝାଡୁ ଗଣୁ ହୈ (୨ ଥର) ।

ମାଲିକ ହମାରେ (୩ ଥର) ତୁମ୍ ବାବା ସାଇ (୩)

ରହମ୍ ନଜର କରୋ ..... (ଘୋଷା)


 








ଭଞ୍ଜନଗର

ଭଞ୍ଜନଗର ଏକ ଛୋଟ ଗ୍ରାମ ଟିଏ | ଏହାର ପୁରାତନ ନାମ ରସୁଲକଣ୍ଡା ଥିଲା |  କିଛି ସମୟ ପରେ ଏହା କବି ସମ୍ରାଟ ଉପେନ୍ଦ୍ର ଭଙ୍କ ନାମରେ ନାମିତ ହେଲା | ଭଞ୍ଜନଗରରେ ଲୋହରାଖଣ୍ଡି ଆଉ ବଡନଦୀ ଅବସ୍ଥିତ | ଭଞ୍ଜନଗରର ଜାତୀୟ ପଥ କ୍ରମାଙ୍କ ୭ ବ୍ରହ୍ମପୁରରୁ ଫୁଲବାଣୀ କୁ ସନଜୋଗ କରୁଛି | ବହୁତ ଦେବାଦେବୀ ମନ୍ଦିର, ବିଦ୍ୟାଳୟ, ଏଥାରେ ଅବସ୍ଥିତ