Difference between revisions 296262 and 296269 on orwiki{{Refimprove}} {{ଛୋଟ|National Language Conference}} {{Infobox recurring event |name = ଜାତୀୟ ଭାଷା ସମ୍ମିଳନୀ |logo = [[ଫାଇଲ:LOGO -NLC.jpg|thumb]] |image = |location = ଭୁବନେଶ୍ଵର, ବ୍ରହ୍ମପୁର |years_active = ୨୦୧୪ – ବର୍ତ୍ତମାନ ପର୍ଯ୍ୟନ୍ତ |Organisation = ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା |Chairman = [[ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ]] |Secretary = [[ଡକ୍ଟର ସୁବ୍ରତ କୁମାର ପୃଷ୍ଟି]]⏎ |genre = [[Language festival|ଭାଷା ଉତ୍ସବ]] |website = http://languageconference.in/ }} '''ଜାତୀୟ ଭାଷା ସମ୍ମିଳନୀ''' ହେଉଛି ଭାରତର ଭାଷା ଆଲୋଚନା ଓ ନୀତି ନିର୍ଦ୍ଧାରଣର ମିଳନ ପୀଠ। ବିଶେଷ କରି ସର୍ବଭାରତୀୟ ସ୍ତରରେ ଓଡିଆ ଭାଷାକୁ ଜ୍ଞାନ ଓ ବିକାଶର ଭାଷା ଭାବରେ ପ୍ରତିଷ୍ଠିତ କରିବା ସହିତ ଅନ୍ୟ ଭାଷା ସହିତ ଓଡିଆଭାଷାର ତୁଳନାତ୍ମକ ଅଧ୍ୟୟନ କରିବା ହେଉଛି ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ। ୨ ଓ ୩ ଜାନୁଆରି ୨୦୧୪ରିଖରେ ୨ ଦିନ ଧରି ଆୟୋଜିତ ଏହି ସମ୍ମିଳନୀର ସଫଳତା ପରେ ଆୟୋଜକ [[ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା]] ପକ୍ଷରୁ ଏହାକୁ ପ୍ରତିବର୍ଷ ୪ ଦିନଧ(contracted; show full)େ ତୃତୀୟ ଜାତୀୟ ଭାଷା ସମ୍ମିଳନୀ<ref>{{cite web|title=‘ODIA MENTALITY MUST FOR OVERALL GROWTH OF ODIA CLANSMEN’|url=http://www.dailypioneer.com/state-editions/odia-mentality-must-for-overall-growth-of-odia-clansmen.html}}</ref> ଆୟୋଜନ ହୋଇଥିଲା।<ref>{{cite web|title=NATIONAL LANGUAGE CONFERENCE FROM MAR 30|url=http://www.dailypioneer.com/state-editions/bhubaneswar/national-language-conference-from-mar-30.html|publisher=The Pioneer}}</ref> ୩୦,୩୧ ମାର୍ଚ୍ଚ ତଥା ୧ ଓ ୨ ଅପ୍ରେଲ ୨୦୧୫ ରିଖରେ ୪ ଦିନ ଧରି ଜାତୀୟ ପଦାର୍ଥବିଜ୍ଞାନ ସଂସ୍ଥାଠାକୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପ୍ରେକ୍ଷାଗୃହରେ ଅନୁଷ୍ଠିତ ଏହି ସମ୍ମିଳନୀକୁ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ ଉଦ୍ଘାଟନ କରିଥିଲେ।<ref>{{cite web|title=Attended as Chief Guest in 3rd National Language Conference at Biju Pattnaik Auditorium, OUAT, Bhubaneswar.|url=https://twitter.com/jualoram/status/713358240566812672}}</ref><ref>{{cite web|title=ତୃତୀୟ ଜାତୀୟ ଭାଷା ସମ୍ମିଳନୀ ଉଦଯାପିତ; ଓଡିଆଭାଷାର ବିକାଶ ପ୍ରତ୍ୟେକ ଓଡିଆଙ୍କ ଦାୟିତ୍ୱ|url=http://odishan.com/16752}}</ref><ref>{{cite web|title=‘ODIA MENTALITY MUST FOR OVERALL GRO(contracted; show full)a/brahmapurare+heba+jatiya+bhasha+sammilani+julai+6ru-newsid-68043540}}</ref><ref>{{cite web|title=NATIONAL LANGUAGE MEET IN BRAHMAPUR FROM JULY 6|url=http://www.dailypioneer.com/state-editions/national-language-meet-in-brahmapur-from-july-6.html|publisher=The Pioneer}}</ref><ref>{{cite web|title=4th National Language Conference was held at NIST|url=https://alumni.nist.edu/newsroom/news/4th-National-Language-Conference-was-held-at-NIST.dz}}</ref> == ଆଧାର == {{Reflist|30em}} All content in the above text box is licensed under the Creative Commons Attribution-ShareAlike license Version 4 and was originally sourced from https://or.wikipedia.org/w/index.php?diff=prev&oldid=296269.
![]() ![]() This site is not affiliated with or endorsed in any way by the Wikimedia Foundation or any of its affiliates. In fact, we fucking despise them.
|