Difference between revisions 304138 and 304139 on orwiki

{{ଛୋଟ|Tokyo}}
{{Infobox settlement
|name                         = Tokyo
|native_name                  = 東京
|official_name                = 東京都 · Tokyo Metropolis
|settlement_type              = [[ମହାନଗର]]
|image_skyline                =
|image_caption                = From top left: [[Shinjuku, Tokyo|Nishi-Shinjuku]], [[Tokyo Skytree]], [[Rainbow Bridge (Tokyo)|Rainbow Bridge]], [[Shibuya, Tokyo|Shibuya]], [[National Diet Building]]
(contracted; show full)
|footnotes                    =
}}

'''ଟୋକିଓ''' ([[ଜାପାନୀ ଭାଷା]]:東京,ଉଚ୍ଚାରଣ: ତୋକ୍ୟୋ ''tōkyō'') [[ଜାପାନ]]ର ରାଜଧାନୀ ଓ ସବୁଠୁ ବଡ଼ ସହର ଅଟେ । ଏହା ବିଶ୍ବର ସବୁଠୁ ବଡ଼ ଜନାକୀର୍ଣ୍ଣ ମହାନଗର । ଏଠାରେ ଜାପାନର ସରକାର ଓ ସମ୍ରାଟ  ବାସକରନ୍ତି । ଟୋକିଓ ଦକ୍ଷିଣ-ପଶ୍ଚିମର ମୁଖ୍ୟ ଦ୍ୱୀପ [[ହୋନ୍‌ସୁଁ]],[[ଇଜୁ]] ଓ ଓଗାସାୱାରା ରେ ଅବସ୍ଥିତ। ପୂର୍ବରୁ ଏହାକୁ [[ଏଡୋ]] ନାମରେ ଜଣାଯାଉଥିଲା।
==ବ୍ୟୁପତ୍ତି ତତ୍ତ୍ୱ==
ଟୋକିଓ ପୂର୍ବରୁ [[ଏଡୋ]] ନାମରେ ଜଣାଯାଉଥିଲା ଯାହାର ଅର୍ଥ ହେଉଛି "ନଦୀମୁହାଣ"।
<ref>{{cite web|title=Rediff Books Flipkart Infibeam Find in a library All sellers »  Shop for Books on Google Play Browse the world's largest eBookstore and start reading today on the web, tablet, phone, or ereader.  Go to Google Play Now »  My library My History Books on Google Play Placenames of the World|url=https://books.google.co.in/books?id=PzIer-wYbnQC&pg=PA360&sig=X75YRM_z45rzt4ZcemXMFhn9uWs&redir_esc=y|accessdate=18 February 2018}}</ref> ୧୮୬୮ ମସିହାରେ ଯେତେବେଳେ ଏହା [[ମେଜି]] ର ରାଜଧାନୀ ହେଲା ଏହା ସେତେବେଳେ ଏହାର ନାମ ଟୋକିଓ ହେଲା।ଏହି ସମୟରେ ଏହାକୁ "ଟୋକେଇ" କୁହାଯାଉଥିଲା ଯାହାର ଚୀନ ଭାଷାରେ ଟୋକିଓ ଉଚ୍ଚାରଣ କରାଯାଉଥିଲା। କିଛି ଇଂରାଜୀ କାଗଜପତ୍ରରେ ଏହାର ବନାନ୍ ଟୋକେଇ ଲେଖାଯାଉଥିଲା। କିଛିବି ହେଉ ଏବେ ଏହି ଟୋକେଇ ଶବ୍ଦ ଅପ୍ରଚଳିତ।

== ଭୂଗୋଳ ==
==ଇତିହାସ==
== ପର୍ଯ୍ୟଟନ ==
==ଆଧାର==
{{ଆଧାର}}
== ବାହାର ତଥ୍ୟ ==
{{Sister project links|Tokyo}}
* {{Commons category-inline|Tokyo}}
* {{official website|http://www.metro.tokyo.jp/ENGLISH/}}
<!-- Ask in the discussion section before you add a link here, otherwise it is likely to be deleted -->
{{ମୁଣ୍ଡିଆ}}

[[ଶ୍ରେଣୀ:ଜାପାନ]]
[[ଶ୍ରେଣୀ:ରାଜଧାନୀ ସହର]]
[[ଶ୍ରେଣୀ:ସହର]]

[[pap:Tokio]]