Difference between revisions 337000 and 337001 on orwiki

{{ଲିଭାନ୍ତୁ|1=ଏହା ଉଇକିପିଡ଼ିଆ ପ୍ରସଙ୍ଗ କମ ସମ୍ବାଦ ବେଶୀ । ଲେଖାରେ ଅନେକ ଆଧାର ରହିଲେ ମଧ୍ୟ ମାନ ନିମ୍ନ ହେଲେ ରଖିବାର ଆବଶ୍ୟକତା ନାହିଁ । ଏକ ଓଡ଼ିଶାର ଅଗଣିତ ସଭା ଭିତରୁ ଏକ ଆଉ ସମସ୍ତ ସଭା ବାବଦରେ ଉଇକିପିଡ଼ିଆରେ ପ୍ରସଙ୍ଗ ରହିପାରିବ ନାହିଁ ।}}
{{Refimprove}}
{{ଛୋଟ|National Language Conference}}
{{Infobox recurring event
 |name          = ଜାତୀୟ ଭାଷା ସମ୍ମିଳନୀ
 |logo          =
[[ଫାଇଲ:LOGO -NLC.jpg|thumb]]
 
(contracted; show full)କାଲ ତାମିଲ ସଂସ୍ଥାର ପ୍ରତିଷ୍ଠାତା ନିର୍ଦ୍ଦେଶକ ସବୁ ପ୍ରକାରର ସହାୟତାପାଇଁ ସମ୍ମତି ପ୍ରଦାନ କରିଥିଲେ। ଏହି ସମ୍ମିଳନୀରେ ବିଶିଷ୍ଟ ଶିକ୍ଷାବିତଙ୍କ ସମେତ ଦେଶବିଦେଶର ଗବେଷକ, ଲେଖକ, ରାଜନୀତିଜ୍ଞ, ସାମାଜିକ କାର୍ଯ୍ୟକର୍ତ୍ତା, ଆଇନିଜ୍ଞ, ବିଦ୍ୟାର୍ଥୀ ଆଦି ସମାଜର ପ୍ରତ୍ୟେକ କ୍ଷେତ୍ରର ଲୋକଙ୍କ ମତାମତ ପ୍ରଦାନପାଇଁ ସକରାତ୍ମକ ପରିବେଶ ସୃଷ୍ଟି କରାଯାଇଥିଲା। ଏହାର ସୁପରିଚାଳନାପାଇଁ ବିଶିଷ୍ଟ ଭାଷାବିତ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଆଧ୍ୟକ୍ଷ ଓ ବିଶିଷ୍ଟ ଭାଷା ଗବେଷକ ଡକ୍ଟର ସୁବ୍ରତ କୁମାର ପୃଷ୍ଟି ଏହାର ସମ୍ପାଦକ ଭାବରେ ମନୋନୀତ ହେଲେ।

== '''ପ୍ରଥମ ଭାଷା ସମ୍ମିଳନୀ''' ==
[[ଫା
ଇଲ:1st NLC Photo-1.jpg|thumb|ପ୍ରଥମ ଜାତୀୟ ଭାଷା ସମ୍ମିଳନୀ ମୁଖପତ୍ରକୁ ସମ୍ମାନନୀୟ ଅତିଥିଗଣ ଉନ୍ମୋଚନ କରୁଛନ୍ତି।]]
ସଂସ୍କୃତି ବୈଭବ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ପ୍ରଥମ ଜାତୀୟ ଭାଷା ସମ୍ମିଳନୀ<ref>{{cite web|title=ଜାନୁୟାରୀ ୨ରୁ ଜାତୀୟ ଭାଷା ସମ୍ମିଳନୀ|url=http://odishan.com/10501}}</ref> ଆୟୋଜନ ହୋଇଥିଲା। ୨ ଓ ୩ ଜାନୁଆରି ୨୦୧୪ରିଖରେ ୨ ଦିନ ଧରି ଜୟଦେବ ଭବନଠାରେ ଅନୁଷ୍ଠିତ ଏହି ସମ୍ମିଳନୀକୁ ଓଡ଼ିଶାର ତତ୍କାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ବଦ୍ରି ନାରାୟଣ ପାତ୍ର ଉଦ୍ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବରେ ଜର୍ମାନୀର କେଲ୍ ବିଶ୍ୱବିଦ୍ୟାଳୟର ପ୍ରାଚ୍ୟବିଦ୍ୟା ପ୍ରଫେସର ଡକ୍ଟର ହରମାନ କୁଲ(contracted; show full)mmilani+julai+6ru-newsid-68043540}}</ref><ref>{{cite web|title=NATIONAL LANGUAGE MEET IN BRAHMAPUR FROM JULY 6|url=http://www.dailypioneer.com/state-editions/national-language-meet-in-brahmapur-from-july-6.html|publisher=The Pioneer}}</ref><ref>{{cite web|title=4th National Language Conference was held at NIST|url=https://alumni.nist.edu/newsroom/news/4th-National-Language-Conference-was-held-at-NIST.dz}}</ref> 


== '''ଆଧାର''' ==
{{Reflist|30em}}