Difference between revisions 85975 and 106494 on orwiki

{{prettyurl|Abadha}}
{{ଅଧାଗଢା}}
[[ଫାଇଲ:Abadha Kudua.jpg|thumb|ପତ୍ରରେ ବଢ଼ା ହୋଇଥିବା ପ୍ରସାଦ]]
[[ଫାଇଲ:Jagannath 8 - Abadha - Prasad (Large).jpg‎|thumb|ଅବଢ଼ା ପ୍ରସାଦ]]
'''ଅବଢ଼ା ପ୍ରସାଦ''' [[ପୁରୀ]] ତଥା ବାକି ସ୍ଥାନମାନଙ୍କରେ ପୂଜିତ [[ଜଗନ୍ନାଥ]]ଙ୍କ ନିକଟରେ ଭୋଗ ଦିଆଯାଉଥିବା ପ୍ରସାଦକୁ ବୁଝାଇଥାଏ । ଏହା ବଢ଼ା ନହୋଇ ଗୋଟା [[କୁଡୁଆ]]ରେ ଠାକୁର ମାନଙ୍କୁ ଅର୍ପଣ କରାଯାଉଥିବାକୁ ଏହାକୁ ଅବଢ଼ା (ବଢ଼ା ହୋଇନଥିବା) କୁହାଯାଇଥାଏ । ପୁରୀର [[ଜଗନ୍ନାଥ ମନ୍ଦିର]]ରେ ଠାକୁରଙ୍କୁ ଭୋଗ ଲଗାଯିବା ପରେ [[ଆନନ୍ଦ ବଜାର]]ରେ ଏହାକୁ ଭକ୍ତ ମାନଙ୍କ ନିମନ୍ତେ ବିକ୍ରି କରାଯାଇଥାଏ ।

== ଆଧାର ==
{{ଆଧାର}}
== ବାହାର ଆଧାର ==
{{ଜଗନ୍ନାଥ}}

[[ଶ୍ରେଣୀ:ଜଗନ୍ନାଥ]]
[[ଶ୍ରେଣୀ:ଜଗନ୍ନାଥ ଧର୍ମ]]
[[ଶ୍ରେଣୀ:ଜଗନ୍ନାଥଙ୍କ ଭୋଗ#ଲେଉଟାଣି[[ମହାପ୍ରସାଦ]]