Difference between revisions 86605 and 86606 on orwiki
[[File:Advaita Ashrama, Mayavati, a branch of the Ramakrishna Math, founded on March 19, 1899.jpg|right|300px|thumb|ଅଦ୍ଵୈତ ଆଶ୍ରମ,ମାୟାବତୀ ]]
ଅଦ୍ଵୈତ ଆଶ୍ରମ ମଠଏହା[[ ରାମକୃଷ୍ଣ ମଠ]]ର ଏକ ଶାଖା କେନ୍ଦ୍ର । ହିମାଳୟର ମାୟାବତୀ ଠାରେ ଏହି ଆଶ୍ରମଟି ଅବସ୍ଥିତ ।[[ସ୍ଵାମୀ ବିବେକାନନ୍ଦ]]ଙ୍କ ନିର୍ଦ୍ଦେଶରେ ତାଙ୍କର ଶିଷ୍ୟ ଜେମ୍ସ୍ ହେନେରି ସେଭିୟାର୍ ଓ ଶାର୍ଲେଟ ସେଭିୟାର୍ ୧୮୯୯ ର ମାର୍ଚ ୧୯ ତାରିଖରେ ଏହାର ସ୍ଥାପନା କରି ଥିଲେ ।
{{ସ୍ଵାମୀ ବିବେକାନନ୍ଦ}}
[[en:Advaita Ashrama]]
[[hi:अद्वैत आश्रम]]
This site is not affiliated with or endorsed in any way by the Wikimedia Foundation or any of its affiliates. In fact, we fucking despise them.
|