Difference between revisions 93662 and 93663 on orwiki

#ଲେଉଟାଣି [[ନାଲକୋ ନଗର]]'''ନାଲକୋ ନଗର'''  ଓଡିଶା ର ଅନୁଗୁଲ୍ ଜିଲା ରେ ଅବସ୍ଥିତ । ଏହା ଓଡିଶା ର ଏକ ଅର୍ଥନୈତିକ ସମୃଧ ସହର । ୧୯୮୨ ମସିହା ଜାନୁଆରୀ ମାସ ଏହା ସ୍ଥାପିତ ହୋଇଥିଲା । ସ୍ମେଲଟେର୍ ଆଉ ସିପିପି ପ୍ଲାନଟ୍ କୁ ନେଇ ଗଢି ଉଠିଛି ଏହି ସହର ।