Difference between revisions 93665 and 93672 on orwiki

'''ନାଲକୋ ନଗର'''  ଓଡିଶା ର ଅନୁଗୁଲ୍ ଜିଲା ରେ ଅବସ୍ଥିତ । ଏହା ଓଡିଶା ର ଏକ ଅର୍ଥନୈତିକ ସମୃଧ ସହର । ୧୯୮୨ ମସିହା ଜାନୁଆରୀ ମାସ ଏହା ସ୍ଥାପିତ ହୋଇଥିଲା । ସ୍ମେଲଟେର୍ ଆଉ ସିପିପି ପ୍ଲାନଟ୍ କୁ ନେଇ ଗଢି ଉଠିଛି ଏହି ସହର ।

[[ଶ୍ରେଣୀ:ଓଡ଼ିଶାର ସହ#ଲେଉଟାଣି [[ନାଲକୋନଗର]]