Revision 101619 of "ଚେତନାନନ୍ଦ ସରସ୍ବତୀ" on orwiki

{{Unreferenced|date=ନଭେମ୍ବର ୨୦୧୨}}
'''ସ୍ଵାମୀ ଚେତନାନନ୍ଦ ସରସ୍ଵତୀ''' ଜଣେ [[ସ୍ଵାମୀ ନିଗମାନନ୍ଦ ପରମହଂସ]]ଙ୍କ ପନ୍ଥାର ସନ୍ୟାସୀ। ତାଙ୍କର ପୁର୍ବାଶ୍ରମର ନାମ ଥିଲା ଚକ୍ରପାଣି ମିଶ୍ର। ସେ ଜଣେ କୃଷି ବିଜ୍ଞାନ ର ଅଧ୍ୟାପକ ଥିଲେ। ଚାକିରି ରୁ ଅବସର ନେବା ପରେ ସେ ୧୯୯୫ ମସିହାରେ  ଶ୍ରୀମତ୍ ସ୍ଵାମୀ ବିଶୁଦ୍ଧାନନ୍ଦ ଙ୍କ ସରସ୍ଵତୀଙ୍କ ଠାରୁ ସନ୍ୟାସ ନେଇଥିଲେ। 

==ବାହାର ଲିଙ୍କ==
* [http://www.chetanananda.in chetanananda.in]

[[ଶ୍ରେଣୀ:ହିନ୍ଦୁ ସନ୍ୟାସୀ]]