Revision 101621 of "କେ.ଏମ.ବି.ବି କଲେଜ ଅଫ ଇଞ୍ଜିନିୟରିଂ" on orwiki

{{Unreferenced|date=ନଭେମ୍ବର ୨୦୧୨}}
{{ଛୋଟ|K.M.B.B College of Engineering}}
'''କେ.ଏମ.ବି.ବି କଲେଜ ଅଫ ଇଞ୍ଜିନିୟରିଂ''', [[ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ|ବି.ପି.ୟୁ.ଟି]] ଦ୍ଵାରା ଅନୁବନ୍ଧିତ ଏକ କଲେଜ । [[ଭୁବନେଶ୍ଵର]] ଠାରୁ ୩୫ କିଲୋମିଟର ଦୂରରେ ଦଳେଇପୁଟ ଗାଁ ନିକଟରେ ଏହା ଅବସ୍ଥିତ  । [[ସମ୍ବାଦ]]ର "ଆମ ଓଡ଼ିଶା ଚାରିଟେବଲ ଟ୍ରଷ୍ଟ୍" ତରଫରୁ ଏହି କଲେଜଟି ପ୍ରତିଷ୍ଠା କରା ଯାଇଛି।

==ବାହାର ଲିଙ୍କ==
* [http://www.kmbb.in/ kmbb.in]

[[ଶ୍ରେଣୀ:ଓଡ଼ିଶାରେ କଲେଜ ଓ ବିଶ୍ଵବିଦ୍ୟାଳୟ]]
[[ଶ୍ରେଣୀ:ଓଡ଼ିଶାରେ ଇଞ୍ଜିନିୟରିଂ କଲେଜ]]