Revision 119229 of "ଶନିବାର" on orwiki{{ଛୋଟ|Saturday}}
ଶନିବାର ହେଲା ସପ୍ତାହର ଏକ ଦିନ ଯାହା [[ଶୁକ୍ରବାର]] ପରେ ଓ [[ରବିବାର]] ପୂର୍ବରୁ ଆସେ । ଶନି, ରାହୁ ଓ କେତୁ ଗ୍ରହଙ୍କ କୋପରୁ ରକ୍ଷା ପାଇବା ପାଇଁ ଶନିବାର ଉପବାସ କରନ୍ତି । ଗ୍ରହ ଶାନ୍ତି ପାଇଁ କଳାରାଶି, ରାଶିତେଲ, କଳାବସ୍ତ୍ର ଏବଂ ଲୁହା ଜିନିଷ ଦାନ କରାଯାଏ । ଶନିବାର ପ୍ରାତଃକାଳରେ [[ଓସ୍ତ|ଓସ୍ତଗଛ]] ମୂଳରେ [[ଜଳ]] ଦାନ କରାଯାଏ । ଏହିଦିନ କଳାଗାଈକୁ ରାଶିତେଲ ଓ ଅଟାର ମିଶ୍ରଣ ଖାଇବାକୁ ଦେଲେ ସୁଫଳ ମିଳିଥାଏ ।
== ଆଧାର ==
{{ଆଧାର}}
{{ସପ୍ତାହ}}
[[ଶ୍ରେଣୀ:ସପ୍ତାହ]]
This site is not affiliated with or endorsed in any way by the Wikimedia Foundation or any of its affiliates. In fact, we fucking despise them.
|