Revision 119598 of "ପାଣ୍ଡବ" on orwiki

{{ଛୋଟ|Pandava}}
ପାଣ୍ଡୁରାଜାଙ୍କ ପଞ୍ଚପୁତ୍ର ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବ ପାଣ୍ଡବ ଭାବେ ପରିଚିତ୤ ଏଥିମଧ୍ୟରୁ [[କୁନ୍ତୀ]]ଙ୍କ ପୁତ୍ର ପ୍ରଥମ ୩ଜଣ ଓ ମାଦ୍ରୀ ପୁତ୍ର ଶେଷ ୨ଜଣ୤ ଏହି ପଞ୍ଚପାଣ୍ଡବ ପାଣ୍ଡୁଙ୍କର କ୍ଷେତ୍ରଜ ସନ୍ତାନ ଥିଲେ ୤

== ପଞ୍ଚପାଣ୍ଡବ ==
# ଯୁଧିଷ୍ଠିର
# ଭୀମ
# ଅର୍ଜୁନ
# ନକୁଳ
# ସହଦେବ

== ଆହୁରି ଦେଖନ୍ତୁ ==
* [[ମହାଭାରତ]]
== ଆଧାର ==
{{ଆଧାର}}

[[ଶ୍ରେଣୀ:ପୌରାଣିକ ବ୍ୟକ୍ତିତ୍ଵ]]
[[ଶ୍ରେଣୀ:ମହାଭାରତର ଚରିତ୍ର]]