Revision 127376 of "ଭୁବନେଶ୍ୱର ଗଲ୍ଫ କ୍ଲବ" on orwiki

{{No references|date=May 2013}}
[[ଫାଇଲ:Bhubaneswar Golf Club.jpg|thumb|ଭୁବନେଶ୍ୱର ଗଲ୍ଫ କ୍ଲବ]]
'''ଭୁବନେଶ୍ୱର ଗଲ୍ଫ କ୍ଲବ''' [[ଭୁବନେଶ୍ୱର]] ରେ ଥିବା ଏକ ମାତ୍ର ଓ [[ଓଡିଶା]] ରେ ଥିବା ଦ୍ଵିତୀୟ ଗଲ୍ଫ କ୍ଲବ। ଏହା ଏକ ୯ ହୋଲ ବିଶିଷ୍ଟ ଗଲ୍ଫ କୋର୍ଷ ଯାହା ଭବିଷ୍ୟତ ରେ ୧୮ ହୋଲ ବିଶିଷ୍ଟ ଗଲ୍ଫ କୋର୍ଷ ହେବାକୁ ଯାଉଛି।

== ଅବସ୍ଥିତି ==
ଏହା [[ଭୁବନେଶ୍ଵର]] ର ପଟିଆ ଠାରେ ଥିବା ଇନ୍ଫୋସିଟି ମଧ୍ୟ ରେ ଅବସ୍ଥିତ।
<ref>{{Official|bhubaneswargolfclub.com}}</ref>

== ଆଧାର ==
{{ଆଧାର}}