Revision 132821 of "ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର" on orwiki

{{Unreferenced|date=ଅଗଷ୍ଟ ୨୦୧୩}}
ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଗଛ ମାନଙ୍କର ବଁଚିବା, ବଢିବା ଓ ଜୀବନର ବାକି ସବୁ ପ୍ରକ୍ରିୟାକୁ ଅଧିକ ସହଜ ଓ ସରଳ ଢଙ୍ଗରେ ସାଧାରଣ ଲୋକଙ୍କ ପାଖରେ ପହଁଚେଇବାର ଉଦ୍ଦେଶ୍ୟ ନେଇ ତିଆରି କରାଯାଇଛି । ଏହା [[ଭୁବନେଶ୍ୱର]]ଠାରେ ଅବସ୍ଥିତ ।

[[ଶ୍ରେଣୀ:ଉଦ୍ଭିଦ ସମ୍ପଦ କେନ୍ଦ୍ର]]