Revision 215217 of "ଆଲୋଚନା:ଶ୍ରୀ ସାଇନାଥ ପ୍ରଭାତାଷ୍ଟକ" on orwiki

ସାଇନାଥଙ୍କ ପ୍ରସିଦ୍ଧି ଦୃଷ୍ଟିରୁ ତତ୍‌ସମ୍ପର୍କୀୟ ସମସ୍ତ ଲେଖା ଓଡିଆ ଉଇକିରେ ରହିବା ଉଚିତ ବୋଲି ମୋର ମନେ ହୁଏ |
[[ବ୍ୟବହାରକାରୀ:Asaiodisha|Asaiodisha]] ([[ବ୍ୟବହାରକାରୀଙ୍କ ଆଲୋଚନା:Asaiodisha|ମୋ ଆଲୋଚନା]]) ୦୪:୫୯, ୪ ଅପ୍ରେଲ ୨୦୧୫ (UTC)
: {{u|Asaiodisha}}, ମୋ ମତରେ ଲେଖାକୁ ଡ଼ିଲିଟ ନକରି ସେହି କବିତା ସଂକ୍ରାନ୍ତୀୟ ତଥ୍ୟ, ଯଥା- ଏହାର ଲେଖକ, ସମୟକାଳ, ଇତିହାସ, ପ୍ରସିଦ୍ଧି, ଲୋକପ୍ରିୟତାର କାରଣ ଇତ୍ୟାଦି ଯୋଡି ଲେଖାଟିକୁ ସମୃଦ୍ଧ କରାଯାଉ । ଏବଂ କବିତାର କିୟଦ୍‌ଅଂଶ ଏଠାରେ ରଖି ସଂପୂର୍ଣ୍ଣ କବିତଟିକୁ ଉଇକି-ପାଠାଗାରକୁ ସ୍ଥାନାନ୍ତରିତ କରାଯାଉ । --[[ବ୍ୟବହାରକାରୀ:ଶିତିକଣ୍ଠ ଦାଶ|<font color="green">''ଶିତିକଣ୍ଠ''</font>]] ([[ବ୍ୟବହାରକାରୀଙ୍କ ଆଲୋଚନା:ଶିତିକଣ୍ଠ ଦାଶ|ଆଲୋଚନା]]) ୧୯:୨୨, ୫ ଅପ୍ରେଲ ୨୦୧୫ (UTC)
::[[ଶିରିଡି ସାଇ ବାବା]] ଲେଖାଟି ଯଥେଷ୍ଟ। ଆଉ ମୁଁ ନିଶ୍ଚିତ ଯେ ଏସବୁ ଅଷ୍ଟକ, ନାମାବଳୀ ଇନ୍ଟରନେଟରେ ସହଜରେ ଉପଲବ୍ଧ ତେଣୁ ଶିତି ଭାଇଙ୍କ ଅନୁସାରେ ଏବେ ପାଇଁ [[Talk:ଶିରିଡ଼ି_ସାଇ_ବାବା]] ପୃଷ୍ଠାରେ ଏସବୁକୁ ଯୋଡିଦେଉଛି । --&nbsp;[[User:ansumang|<font color="#FF4F00">ଅଂଶୁମାନ</font>]]&nbsp;[[User talk:ansumang|<font color="#007FFF"><span title="Shoot!" style="cursor: crosshair;"><sup>ତାର ଯୋଡ଼ିବେ?</sup></span></font>]] ୧୩:୧୩, ୧୨ ଅକ୍ଟୋବର ୨୦୧୫ (UTC) 
ମୋ ମତରେ ଏହି ପୃଷ୍ଠା ଉଇକିରେ ରହିଲେ କିଛି ଅସୁବିଧା ନାହିଁ । ଦୟାକରି ଡିଲିଟ ଟାଗ ହଟେଇ ଦିଅନ୍ତୁ ।--<span style="font-family: Segoe Script; font-size:12px; color: white; text-shadow: black 0.1em 0.1em 0.2em;">[[User:Jnanaranjan_sahu|Jnanaranjan Sahu (ଜ୍ଞାନ)]]</span> <sup>[[User talk:Jnanaranjan_sahu|<font color="red">ମୋତେ କିଛି କହିବେ </font>]]</sup> ୧୮:୨୦, ୨୪ ଅପ୍ରେଲ ୨୦୧୫ (UTC)