Revision 232298 of "ଫୁଲକୋବି ବାଇଗଣ ବିଲାତି ବାଇଗଣ ଭଜା" on orwiki{{ଲିଭାନ୍ତୁ|ପ୍ରସଙ୍ଗ ନିମନ୍ତେ ଅନୁପଯୁକ୍ତ}}
{{About|'ଫୁଲକୋବି ବାଇଗଣ ବିଲାତି ବାଇଗଣ ଭଜା'||ବ୍ୟଞ୍ଜନ}}
{{Infobox Prepared Food
| name = ଫୁଲକୋବି ବାଇଗଣ ବିଲାତି ବାଇଗଣ ଭଜା
| image = Kobi baigana bhaja.jpg
|image_size= 250px
| caption = ଫୁଲକୋବି ବାଇଗଣ ବିଲାତି ବାଇଗଣ ଭଜା
| alternate_name =
| country = [[ଭାରତ]]
| region = [[ଓଡ଼ିଶା]]
| creator =
| course =
| served =
| main_ingredient = [[ଫୁଲ କୋବି]], [[ବାଇଗଣ]], [[ବିଲାତି ବାଇଗଣ]], [[ସୋରିଷ]]ତେଲ, [[ହଳଦୀ]], [[ଲୁଣ]], [[ପଞ୍ଚୁ ଫୁଟଣ]], ଶୁଖିଲା [[ଲଙ୍କା]]ଗୁଣ୍ଡ।, [[ପିଆଜ]] (ଐଚ୍ଛିକ)
| variations =
| calories =
| other =
}}
== ଦରକାରୀ ସାମଗ୍ରୀ ==
[[ଫୁଲ କୋବି]], [[ବାଇଗଣ]], [[ବିଲାତି ବାଇଗଣ]], [[ସୋରିଷ]]ତେଲ, [[ହଳଦୀ]], [[ଲୁଣ]], [[ପଞ୍ଚୁ ଫୁଟଣ]], ଶୁଖିଲା [[ଲଙ୍କା]]ଗୁଣ୍ଡ।, [[ପିଆଜ]] (ଐଚ୍ଛିକ)
== ପ୍ରସ୍ତୁତି ପ୍ରଣାଳୀ ==
ପ୍ରଥମେ [[ଫୁଲ କୋବି]], [[ବାଇଗଣ]], [[ବିଲାତି ବାଇଗଣ]]କୁ ଭଲ ଭାବରେ ଧୋଇନେଇ ବଡ଼ ବଡ଼ କରି କାଟି ନିଅନ୍ତୁ। କଡ଼େଇ ଚୁଲୀରେ ବସାଇ ସାମାନ୍ୟ ଗରମ ହେଲା ପରେ [[ସୋରିଷ]]ତେଲ ଦେଇ ତେଲ ତାତି ଆସିଲେ ପଞ୍ଚୁ ଫୁଟଣ ପକାନ୍ତୁ। ଏହାପରେ ଏଥିରେ ଶୁଖିଲା ଲଙ୍କା ଓ କଟା ପିଆଜ(ଐଚ୍ଛିକ) ପକାନ୍ତୁ। ପିଆଜ ବାଦାମୀ ରଙ୍ଗ ହୋଇଗଲେ କାଟି ରଖିଥିବା ଫୁଲକୋବିକୁ ପକାନ୍ତୁ। ଏହା ଟିକେ ସିଝି ଆସିଲେ କାଟି ରଖିଥିବା ବାଇଗଣ ଓ ବିଲାତି ବାଇଗଣ (ଟମାଟୋ) ପକାଇ ସେଥିଲେ ଲୁଣ ଓ ହଳଦୀ ଆବଶ୍ୟକ ପରିମାଣରେ ପକାନ୍ତୁ। ଧିମା ଆଞ୍ଚରେ ୧୫ ରୁ ୨୦ ମିନିଟ ଭାଜନ୍ତୁ।
ଏହାକୁ ଗରମ ଭାତ ଓ [[ପଖାଳ]] ଭାତ ସହିତ ଗରମ ଗରମ ଖାଇଲେ ଭଲଲାଗେ।
== ଆଧାର ==
{{ଆଧାର}}
{{ଓଡ଼ିଆ ଖାଦ୍ୟ}}
[[ଶ୍ରେଣୀ:ଓଡ଼ିଆ ରାନ୍ଧଣା]]All content in the above text box is licensed under the Creative Commons Attribution-ShareAlike license Version 4 and was originally sourced from https://or.wikipedia.org/w/index.php?oldid=232298.
![]() ![]() This site is not affiliated with or endorsed in any way by the Wikimedia Foundation or any of its affiliates. In fact, we fucking despise them.
|