Revision 245408 of "ଡଲି ଭୂୟାଁ" on orwiki

ଡଲି ଭୂୟାଁ ଜଣେ ଯାତ୍ରା କଳାକାର । "[[କଥା ଦେଇଥିଲି ମଗୁଶୂରକୁ]]"ଯାତ୍ରାରେ ତାଙ୍କ ନିଖୁଣ ଅଭିନୟ ଏବଂ ହୃଦୟସ୍ପର୍ଶୀ ସଂଳାପ ମାଧ୍ୟମରେ ଲୋକ ଲୋଚନକୁ ଆସିଲେ ।
ଜୀବନ ସଂଘର୍ଷକୁ ଏଡାଇ ଚାଲି ଦୀର୍ଘ ବର୍ଷଧରି ଯାତ୍ରା ଜଗତରେ ଅଭିନୟ କରିଆସୁଛନ୍ତି ସେ । ଯେଉଁ ସମୟରେ ଓଡ଼ିଆ ଚଳଚିତ୍ର ଏବଂ ଯାତ୍ରାଟିଏ ଦେଖିବା ଲାଗି ଲୋକେ ଟିଭି ଆଗରେ ରୁଣ୍ଡ ହେଇଯାଉଥିଲେ ସେହି ସମୟରେ ଏପରି କଳାକାର ଲୋକଙ୍କ ମଡେଲ ଭାବେ ଧରା ହେଉଥିଲେ । ଡଲି ଭୂୟାଁ ସେ ସମୟର ଯାତ୍ରା ହିରୋଇନ କହିଲେ ଅତ୍ୟୁକ୍ତି ହେବନାହିଁ ।
==ଆଧାର==
[[ଶ୍ରେଣୀ: ଯାତ୍ରା କଳାକାର  ]]
[[ଶ୍ରେଣୀ: କଳାକାର ]]