Revision 337001 of "ଜାତୀୟ ଭାଷା ସମ୍ମିଳନୀ" on orwiki

{{ଲିଭାନ୍ତୁ|1=ଏହା ଉଇକିପିଡ଼ିଆ ପ୍ରସଙ୍ଗ କମ ସମ୍ବାଦ ବେଶୀ । ଲେଖାରେ ଅନେକ ଆଧାର ରହିଲେ ମଧ୍ୟ ମାନ ନିମ୍ନ ହେଲେ ରଖିବାର ଆବଶ୍ୟକତା ନାହିଁ । ଏକ ଓଡ଼ିଶାର ଅଗଣିତ ସଭା ଭିତରୁ ଏକ ଆଉ ସମସ୍ତ ସଭା ବାବଦରେ ଉଇକିପିଡ଼ିଆରେ ପ୍ରସଙ୍ଗ ରହିପାରିବ ନାହିଁ ।}}
{{Refimprove}}
{{ଛୋଟ|National Language Conference}}
{{Infobox recurring event
 |name          = ଜାତୀୟ ଭାଷା ସମ୍ମିଳନୀ
 |logo          =
[[ଫାଇଲ:LOGO -NLC.jpg|thumb]]
 
 |image         = 
 |location      = ଭୁବନେଶ୍ଵର, ବ୍ରହ୍ମପୁର 
 |years_active  = ୨୦୧୪ – ବର୍ତ୍ତମାନ ପର୍ଯ୍ୟନ୍ତ
 |Organisation  = ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା
 |Chairman      = [[ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ]]
 |Secretary     = [[ଡକ୍ଟର ସୁବ୍ରତ କୁମାର ପୃଷ୍ଟି]]
 |genre         = [[Language festival|ଭାଷା ଉତ୍ସବ]]
 |website       = http://languageconference.in/
}}

'''ଜାତୀୟ ଭାଷା ସମ୍ମିଳନୀ''' ହେଉଛି ଭାରତର ଭାଷା ଆଲୋଚନା ଓ ନୀତି ନିର୍ଦ୍ଧାରଣର ମିଳନ ପୀଠ। ବିଶେଷ କରି ସର୍ବଭାରତୀୟ ସ୍ତରରେ ଓଡ଼ିଆ ଭାଷାକୁ ଜ୍ଞାନ ଓ ବିକାଶର ଭାଷା ଭାବରେ ପ୍ରତିଷ୍ଠିତ କରିବା ସହିତ ଅନ୍ୟ ଭାଷା ସହିତ ଓଡ଼ିଆଭାଷାର ତୁଳନାତ୍ମକ ଅଧ୍ୟୟନ କରିବା ହେଉଛି ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ। ୨ ଓ ୩ ଜାନୁଆରି ୨୦୧୪ରିଖରେ ୨ ଦିନ ଧରି ଆୟୋଜିତ ଏହି ସମ୍ମିଳନୀର ସଫଳତା ପରେ ଆୟୋଜକ [[ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା]] ପକ୍ଷରୁ ଏହାକୁ ପ୍ରତିବର୍ଷ ୪ ଦିନଧରି ଓଡ଼ିଶା ତଥା ଭାରତର ବିଭିନ୍ନ ପ୍ରାନ୍ତରେ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ ୨୦୧୭ରେ ଚତୁର୍ଥ ଜାତୀୟ ଭାଷା ସମ୍ମିଳନୀ [[ବ୍ରହ୍ମପୁର]]ଠାରେ ଆୟୋଜିତ ହୋଇଯାଇଛି।

== '''ଲକ୍ଷ୍ୟ''' ==
[[ଓଡ଼ିଆଭାଷା]]ର ଶାସ୍ତ୍ରୀୟମାନ୍ୟତା ପରେ ଏହାକୁ ଜ୍ଞାନ ଓ ବିକାଶର ଭାଷା ଭାବରେ ପ୍ରତିଷ୍ଠା କରିବାର ପରିକଳ୍ପନାରୁ ଏହି ସମ୍ମିଳନୀର ଆୟୋଜନ। ଏହା ବ୍ୟତୀତ ଆବଶ୍ୟକତା ଅନୁସାରେ ଭାଷା, ସଂସ୍କୃତି, ଅର୍ଥନୀତି, କମ୍ପ୍ୟୁଟରର ଭାଷା, ଲୋକଭାଷା, ସଂକଟରେ ଥିବା ଭାଷା ଆଦି ବିଷୟକୁ ନେଇ ବିଭିନ୍ନ ଗବେଷଣାତ୍ମକ ସନ୍ଦର୍ଭ ପାଠ ସହିତ ଏହାର ତାତ୍ତ୍ୱିକ ଆଲୋଚନା କରି ନିର୍ଦ୍ଦିଷ୍ଟ ନିର୍ଯ୍ୟାସରେ ପହଞ୍ଚିବା ହେଉଛି ଏହି ସମ୍ମିଳନୀର ମୌଳିକ ଲକ୍ଷ୍ୟ।

== '''ଇତିହାସ''' ==
ଓଡ଼ିଶାର ଅଗ୍ରଣୀ ଭାଷା ଗବେଷଣା ଅନୁଷ୍ଠାନ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଏଥିପାଇଁ ଭାରତର ସମସ୍ତ ଭାଷା ବିଶ୍ୱବିଦ୍ୟାଳୟ କୁଳପତି ଓ ଶାସ୍ତ୍ରୀୟମାନ୍ୟତାପ୍ରାପ୍ତ ଭାଷା ସଂସ୍ଥାର ସହଯୋଗ ଲୋଡିଥିଲା। ଶେଷରେ କନ୍ନଡ ବିଶ୍ୱବିଦ୍ୟାଳୟର କୁଳପତି, ଦ୍ରାବିଡ ବିଶ୍ୱବିଦ୍ୟାଳୟର କୁଳପତି,କେନ୍ଦ୍ରିୟ କ୍ଲାସିକାଲ ତାମିଲ ସଂସ୍ଥାର ପ୍ରତିଷ୍ଠାତା ନିର୍ଦ୍ଦେଶକ ସବୁ ପ୍ରକାରର ସହାୟତାପାଇଁ ସମ୍ମତି ପ୍ରଦାନ କରିଥିଲେ। ଏହି ସମ୍ମିଳନୀରେ ବିଶିଷ୍ଟ ଶିକ୍ଷାବିତଙ୍କ ସମେତ ଦେଶବିଦେଶର ଗବେଷକ, ଲେଖକ, ରାଜନୀତିଜ୍ଞ, ସାମାଜିକ କାର୍ଯ୍ୟକର୍ତ୍ତା, ଆଇନିଜ୍ଞ, ବିଦ୍ୟାର୍ଥୀ ଆଦି ସମାଜର ପ୍ରତ୍ୟେକ କ୍ଷେତ୍ରର ଲୋକଙ୍କ ମତାମତ ପ୍ରଦାନପାଇଁ ସକରାତ୍ମକ ପରିବେଶ ସୃଷ୍ଟି କରାଯାଇଥିଲା। ଏହାର ସୁପରିଚାଳନାପାଇଁ ବିଶିଷ୍ଟ ଭାଷାବିତ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଆଧ୍ୟକ୍ଷ ଓ ବିଶିଷ୍ଟ ଭାଷା ଗବେଷକ ଡକ୍ଟର ସୁବ୍ରତ କୁମାର ପୃଷ୍ଟି ଏହାର ସମ୍ପାଦକ ଭାବରେ ମନୋନୀତ ହେଲେ।

== '''ପ୍ରଥମ ଭାଷା ସମ୍ମିଳନୀ''' ==
[[ଫା|thumb|ପ୍ରଥମ ଜାତୀୟ ଭାଷା ସମ୍ମିଳନୀ ମୁଖପତ୍ରକୁ ସମ୍ମାନନୀୟ ଅତିଥିଗଣ ଉନ୍ମୋଚନ କରୁଛନ୍ତି।]]
ସଂସ୍କୃତି ବୈଭବ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ପ୍ରଥମ ଜାତୀୟ ଭାଷା ସମ୍ମିଳନୀ<ref>{{cite web|title=ଜାନୁୟାରୀ ୨ରୁ ଜାତୀୟ ଭାଷା ସମ୍ମିଳନୀ|url=http://odishan.com/10501}}</ref> ଆୟୋଜନ ହୋଇଥିଲା। ୨ ଓ ୩ ଜାନୁଆରି ୨୦୧୪ରିଖରେ ୨ ଦିନ ଧରି ଜୟଦେବ ଭବନଠାରେ ଅନୁଷ୍ଠିତ ଏହି ସମ୍ମିଳନୀକୁ ଓଡ଼ିଶାର ତତ୍କାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ବଦ୍ରି ନାରାୟଣ ପାତ୍ର ଉଦ୍ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବରେ ଜର୍ମାନୀର କେଲ୍ ବିଶ୍ୱବିଦ୍ୟାଳୟର ପ୍ରାଚ୍ୟବିଦ୍ୟା ପ୍ରଫେସର ଡକ୍ଟର ହରମାନ କୁଲକେ ଯୋଗ ଦେଇଥିଲେ।<ref>{{cite web|title=ପ୍ରଥମ ଜାତୀୟ ଭାଷା ସମ୍ମିଳନୀ ବିବରଣୀ|url=https://www.academia.edu/7927004/Report_on_the_National_Language_Confernce-2014-rev_2}}</ref> 

== '''ଦ୍ଵିତୀୟ ଭାଷା ସମ୍ମିଳନୀ''' ==
[[ଫାଇଲ:2NLC Photo-1.jpg|thumb|ଦ୍ୱିତୀୟ ଜାତୀୟ ଭାଷା ସମ୍ମିଳନୀ ମୁଖପତ୍ରକୁ ସମ୍ମାନନୀୟ ଅତିଥିଗଣ ଉନ୍ମୋଚନ କରୁଛନ୍ତି।]]
ଭୁବନେଶ୍ୱରଠାରେ ପୁନର୍ବାର ଦ୍ୱିତୀୟ ଜାତୀୟ ଭାଷା ସମ୍ମିଳନୀ<ref>{{cite web|title=ମାର୍ଚ୍ଚ ୩୦ରୁ ଜାତୀୟ ଭାଷା ସମ୍ମିଳନୀ; ପାଠ ହେବ ୧୦୦ ଗବେଷଣାତ୍ମକ ସନ୍ଦର୍ଭ, ଯୋଗଦେବେ ଦେଶବିଦେଶର ୫୦୦ ପ୍ରତିନିଧି|url=http://odishan.com/14413}}</ref> ଆୟୋଜନ ହୋଇଥିଲା।<ref>{{cite web|title=NATIONAL LANGUAGE CONFERENCE FROM MAR 30|url=http://www.dailypioneer.com/state-editions/bhubaneswar/national-language-conference-from-mar-30.html|publisher=The Pioneer}}</ref> ୩୦,୩୧ ମାର୍ଚ୍ଚ ତଥା ୧ ଓ ୨ ଅପ୍ରେଲ ୨୦୧୫ ରିଖରେ ୪ ଦିନ ଧରି ଜ୍ୟାତୀୟ ପଦାର୍ଥବିଜ୍ଞାନ ସଂସ୍ଥାଠାରେ ଅନୁଷ୍ଠିତ ଏହି ସମ୍ମିଳନୀକୁ ଓଡ଼ିଶାର ତତ୍କାଳୀନ ଗଣଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଓ ସଂସ୍କୃତିମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିଥିଲେ।<ref>{{cite web|title=2nd National Language Conference, Bhubaneswar|url=https://cis-india.org/openness/blog-old/second-national-language-conference-bhubaneswar}}</ref>

== '''ତୃତୀୟ ଜାତୀୟ ଭାଷା ସମ୍ମିଳନୀ''' ==
[[ଫା|thumb|ତୃତୀୟ ଜାତୀୟ ଭାଷା ସମ୍ମିଳନୀ ମୁଖପତ୍ରକୁ ସମ୍ମାନନୀୟ ଅତିଥିଗଣ ଉନ୍ମୋଚନ କରୁଛନ୍ତି।]]
ଭୁବନେଶ୍ୱରର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସଭାକକ୍ଷରେ ତୃତୀୟ ଜାତୀୟ ଭାଷା ସମ୍ମିଳନୀ<ref>{{cite web|title=‘ODIA MENTALITY MUST FOR OVERALL GROWTH OF ODIA CLANSMEN’|url=http://www.dailypioneer.com/state-editions/odia-mentality-must-for-overall-growth-of-odia-clansmen.html}}</ref> ଆୟୋଜନ ହୋଇଥିଲା।<ref>{{cite web|title=NATIONAL LANGUAGE CONFERENCE FROM MAR 30|url=http://www.dailypioneer.com/state-editions/bhubaneswar/national-language-conference-from-mar-30.html|publisher=The Pioneer}}</ref> ୩୦,୩୧ ମାର୍ଚ୍ଚ ତଥା ୧ ଓ ୨ ଅପ୍ରେଲ ୨୦୧୫ ରିଖରେ ୪ ଦିନ ଧରି କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପ୍ରେକ୍ଷାଗୃହରେ ଅନୁଷ୍ଠିତ ଏହି ସମ୍ମିଳନୀକୁ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ ଉଦ୍ଘାଟନ କରିଥିଲେ।<ref>{{cite web|title=Attended as Chief Guest in 3rd National Language Conference at Biju Pattnaik Auditorium, OUAT, Bhubaneswar.|url=https://twitter.com/jualoram/status/713358240566812672}}</ref><ref>{{cite web|title=ତୃତୀୟ ଜାତୀୟ ଭାଷା ସମ୍ମିଳନୀ ଉଦଯାପିତ; ଓଡ଼ିଆଭାଷାର ବିକାଶ ପ୍ରତ୍ୟେକ ଓଡ଼ିଆଙ୍କ ଦାୟିତ୍ୱ|url=http://odishan.com/16752}}</ref><ref>{{cite web|title=‘ODIA MENTALITY MUST FOR OVERALL GROWTH OF ODIA CLANSMEN’|url=http://www.dailypioneer.com/state-editions/odia-mentality-must-for-overall-growth-of-odia-clansmen.html}}</ref>

== '''ଚତୁର୍ଥ ଜାତୀୟ ଭାଷା ସମ୍ମିଳନୀ''' ==
[[ଫାଇଲ:ONGC-2 copy.jpg|thumb|ଚତୁର୍ଥ ଜାତୀୟ ଭାଷା ସମ୍ମିଳନୀର ଉଦ୍ଘାଟନୀ ଉତ୍ସବରେ ମଞ୍ଚାସୀନ ସମ୍ମାନନୀୟ ଅତିଥିଗଣ।]]
ରେଶମ ନଗରୀ ବ୍ରହ୍ମପୁର ସହରଠାରୁ ଅନତିଦୂରରେ ଜାତୀୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂସ୍ଥା ପ୍ରେକ୍ଷାଗୃହରେ ଚତୁର୍ଥ ଜାତୀୟ ଭାଷା ସମ୍ମିଳନୀ<ref>{{cite web|title=୪ର୍ଥ ଜାତୀୟ ଭାଷା ସମ୍ମିଳନୀ ଉଦ୍‌ଘାଟିତ : ‘ଭାଷାର ବିକାଶରେ ଜାତିର ବିକାଶ’|url=http://archive.sambad.in/news/ganjam/63548.html}}</ref> ଆୟୋଜନ ହୋଇଥିଲା।<ref>{{cite web|title=ବ୍ରହ୍ମପୁରରେ ହେବ ଜାତୀୟ ଭାଷା ସମ୍ମିଳନୀ ଜୁଲାଇ ୬ରୁ|url=https://www.eodishasamachar.com/?p=5898}}</ref><ref>{{cite web|title=ବ୍ରହ୍ମପୁରରେ ହେବ ଜାତୀୟ ଭାଷା ସମ୍ମିଳନୀ ଜୁଲାଇ ୬ରୁ|url=https://m.dailyhunt.in/news/india/oriya/odisha+samachar-epaper-eodisha/brahmapurare+heba+jatiya+bhasha+sammilani+julai+6ru-newsid-68043540}}</ref><ref>{{cite web|title=NATIONAL LANGUAGE MEET IN BRAHMAPUR FROM JULY 6|url=http://www.dailypioneer.com/state-editions/national-language-meet-in-brahmapur-from-july-6.html|publisher=The Pioneer}}</ref><ref>{{cite web|title=4th National Language Conference was held at NIST|url=https://alumni.nist.edu/newsroom/news/4th-National-Language-Conference-was-held-at-NIST.dz}}</ref> 


== '''ଆଧାର''' ==
{{Reflist|30em}}