Revision 78724 of "ଫୁଲକୋବି ବାଇଗଣ ବିଲାତି ବାଇଗଣ ଭଜା" on orwiki

{{About|'ଫୁଲକୋବି ବାଇଗଣ ବିଲାତି ବାଇଗଣ ଭଜା'||ବ୍ୟଞ୍ଜନ}}
{{Infobox Prepared Food
| name             = ଫୁଲକୋବି ବାଇଗଣ ବିଲାତି ବାଇଗଣ ଭଜା
| image            = Kobi baigana bhaja.jpg
|image_size= 250px
| caption          = ଫୁଲକୋବି ବାଇଗଣ ବିଲାତି ବାଇଗଣ ଭଜା
| alternate_name   = 
| country          = [[ଭାରତ]]
| region           = [[ଓଡ଼ିଶା]]
| creator          =
| course           =
| served           =
| main_ingredient  =  [[ଫୁଲ କୋବି]],  [[ବାଇଗଣ]], [[ବିଲାତି ବାଇଗଣ]], [[ସୋରିଷ]]ତେଲ,  [[ହଳଦୀ]],  [[ଲୁଣ]], [[ପଞ୍ଚୁ ଫୁଟଣ]], ଶୁଖିଲା [[ଲଙ୍କା]]ଗୁଣ୍ଡ।, [[ପିଆଜ]] (ଐଚ୍ଛିକ)
| variations       =   
| calories         =
| other            =
}}


==ଦରକାରୀ ସାମଗ୍ରୀ==
[[ଫୁଲ କୋବି]],  [[ବାଇଗଣ]], [[ବିଲାତି ବାଇଗଣ]], [[ସୋରିଷ]]ତେଲ,  [[ହଳଦୀ]],  [[ଲୁଣ]], [[ପଞ୍ଚୁ ଫୁଟଣ]], ଶୁଖିଲା [[ଲଙ୍କା]]ଗୁଣ୍ଡ।, [[ପିଆଜ]] (ଐଚ୍ଛିକ)


== ପ୍ରସ୍ତୁତି ପ୍ରଣାଳୀ == 

ପ୍ରଥମେ [[ଫୁଲ କୋବି]],  [[ବାଇଗଣ]], [[ବିଲାତି ବାଇଗଣ]]କୁ ଭଲ ଭାବରେ ଧୋଇନେଇ ବଡ଼ ବଡ଼ କରି କାଟି ନିଅନ୍ତୁ। କଡ଼େଇ ଚୁଲୀରେ ବସାଇ ସାମାନ୍ୟ ଗରମ ହେଲା ପରେ  [[ସୋରିଷ]]ତେଲ ଦେଇ ତେଲ ତାତି ଆସିଲେ ପଞ୍ଚୁ ଫୁଟଣ ପକାନ୍ତୁ। ଏହାପରେ ଏଥିରେ ଶୁଖିଲା ଲଙ୍କା ଓ କଟା ପିଆଜ(ଐଚ୍ଛିକ) ପକାନ୍ତୁ। ପିଆଜ ବାଦାମୀ ରଙ୍ଗ ହୋଇଗଲେ କାଟି ରଖିଥିବା ଫୁଲକୋବିକୁ ପକାନ୍ତୁ। ଏହା ଟିକେ ସିଝି ଆସିଲେ କାଟି ରଖିଥିବା ବାଇଗଣ ଓ ବିଲାତି ବାଇଗଣ (ଟମାଟୋ) ପକାଇ ସେଥିଲେ ଲୁଣ ଓ ହଳଦୀ ଆବଶ୍ୟକ ପରିମାଣରେ ପକାନ୍ତୁ।  ଧିମା ଆଞ୍ଚରେ ୧୫ ରୁ ୨୦ ମିନିଟ ଭାଜନ୍ତୁ। 


ଏହାକୁ ଗରମ ଭାତ ଓ [[ପଖାଳ]] ଭାତ ସହିତ ଗରମ ଗରମ ଖାଇଲେ ଭଲଲାଗେ। 


==ଆଧାର==
{{ଆଧାର}}

{{ଓଡ଼ିଆ ଖାଦ୍ୟ}}

[[ଶ୍ରେଣୀ:ଓଡ଼ିଆ ରାନ୍ଧଣା]]