Revision 86245 of "କଦଳୀଭଣ୍ଡା ବରା" on orwiki{{About|କଦଳୀଭଣ୍ଡା ବରା||ଜଳଖିଆ}}
{{Infobox Prepared Food
| name = କଦଳୀଭଣ୍ଡା ବରା
| image =
|image_size= 250px
| caption = କଦଳୀଭଣ୍ଡା ବରା
| alternate_name =
| country = [[ଭାରତ]]
| region = [[ଓଡ଼ିଶା]]
| creator =
| course =
| served =
| main_ingredient = [[କଦଳିଭଣ୍ଡାର ଫୁଲ]], [[ଚାଉଳ]], [[ଜିରା]], [[ଲୁଣ]], [[ପିଆଜ]]
| variations =
| calories =
| other =
}}
'''କଦଳୀଭଣ୍ଡା ବରା''' [[ଭାରତ]]ର [[ଓଡ଼ିଶା]]ରେ ରନ୍ଧାଯାଉଥିବା ଏକ ଖାଦ୍ୟ । କଦଳୀଭଣ୍ଡାର ଫୁଲକୁ ଚାଉଳ, ପିଆଜ, ଆବଶ୍ୟକତା ଅନୁଯାୟି ଲଙ୍କା ଓ ଲୁଣ ସହିତ ବାଟି ତେଲରେ ଛାଣି ଏହା ତିଆରି କରାଯାଇଥାଏ ।
== ଉପାଦାନ ==
*[[କଦଳୀଭଣ୍ଡା ବରା]]
*[[ଚାଉଳ]]
*ଗୋଟା [[ଜିରା]]
*ଗୋଟା [[ପିଆଜ]]
*[[ଲୁଣ]]
*[[ଲଙ୍କା]]
== ତିଆରି ପ୍ରଣାଳୀ ==
କଦଳୀଭଣ୍ଡାରୁ ଫୁଲକୁ ଅଲଗା କଲା ବେଳେ ପ୍ରତ୍ୟେକ ଫୁଲରୁ କେସରକୁ ବାହାର କରିଦିଆଯାଏ। ବରା ତିଆରି କରିବା ପାଇଁ ଏହି ଫୁଲକୁ ଚାଉଳ, ଜୀରା, ଲଙ୍କା, ପିଆଜ ସହିତ ମିଶାଇ ବାଟି ଆବଶ୍ୟକତା ଅନୁସାରେ ଲୁଣଦେଇ ତେଲରେ ଛଣାଯାଇଥାଏ।
{{Odia cuisine}}
[[ଶ୍ରେଣୀ:ଓଡ଼ିଆ ରାନ୍ଧଣା]]
[[ଶ୍ରେଣୀ:ରାନ୍ଧଣା]]All content in the above text box is licensed under the Creative Commons Attribution-ShareAlike license Version 4 and was originally sourced from https://or.wikipedia.org/w/index.php?oldid=86245.
![]() ![]() This site is not affiliated with or endorsed in any way by the Wikimedia Foundation or any of its affiliates. In fact, we fucking despise them.
|