Revision 93663 of "ନାଲକୋ ନଗର" on orwiki

'''ନାଲକୋ ନଗର'''  ଓଡିଶା ର ଅନୁଗୁଲ୍ ଜିଲା ରେ ଅବସ୍ଥିତ । ଏହା ଓଡିଶା ର ଏକ ଅର୍ଥନୈତିକ ସମୃଧ ସହର । ୧୯୮୨ ମସିହା ଜାନୁଆରୀ ମାସ ଏହା ସ୍ଥାପିତ ହୋଇଥିଲା । ସ୍ମେଲଟେର୍ ଆଉ ସିପିପି ପ୍ଲାନଟ୍ କୁ ନେଇ ଗଢି ଉଠିଛି ଏହି ସହର ।