Difference between revisions 14631 and 14632 on orwikisource

{{header
 | title      = ଆମ ଦେବଦେବୀ
 | author     = ଅସିତ ମହାନ୍ତି
 | translator = 
 | section    = 
 | previous   = [[ଆମ ଦେବଦେବୀ/କବି ପରିଚୟ]]
 | next       = [[ଆମ ଦେବଦେବୀ/ସୂଚିପତ୍ର]]
 | year       = 
 | notes      = 
}}
ନିଜ କଥା
ସବୁ ମଣିଷଙ୍କ ପରି ସବୁ ବହିର ବି ବୋଧହୁଏ ଗୋଟିଏ ଭାଗ୍ୟ ଥାଏ  ।
ତା' ନହେଲେ ଦୀର୍ଘ ପâାୟ କୋଡ଼ିଏ ବର୍ଷ ତଳେ ଲେଖିଥିବା ଲେଖାଗୁଡ଼ିକୁ
ନେଇ ଆଜି ଏ ବହି ପâକାଶ ପାଉ ନଥାନ୍ତା ।
ଆମର ଖୁବ୍ ପରିଚିତ ଷୋହଳ ଜଣ ଦେବଦେବୀଙ୍କୁ ନେଇ ଏ ବହି  ।
ସେମାନଙ୍କ ମଧ୍ୟରେ ଯେମିତି ଗଣେଶ ଓ ସରସ୍ୱତୀଙ୍କ ପରି ବିଦ୍ୟାଦାତା ଓ
ବିଦ୍ୟାଦାତâୀ ଅଛନ୍ତି, ସେମିତି ବି ଅଛନ୍ତି ବâହ୍ମା, ବିଷ୍ଣୁ ଓ ମହେଶ୍ୱର; ଇନ୍ଦâ, ଚନ୍ଦâ ଓ
ସୂର୍ଯ୍ୟ; ଦୁର୍ଗା, ଲକ୍ଷ୍ମୀ ଓ କାର୍ତ୍ତିକ । ପୁଣି ଗୋ-ମାତା କାମଧେନୁ, ପକ୍ଷୀରାଜ ଗରୁଡ଼
(contracted; show full)ଗପଗୁଡ଼ିକ ପଢ଼ି ସେମାନେ ଯଦି କେବଳ ଖୁସି ହେବେ; ତେବେ ବି ମୁଁ ଆହୁରି
ବେଶି ଖୁସି ହେବି  ।

ଗଣେଶ
ଆମ ଭାରତର ଶାସ୍ତ୍ର, ପୁରାଣମାନଙ୍କରେ ଯେଉଁସବୁ ଦେବଦେବୀଙ୍କ ନାମ ଓ ଗୁଣର
ବର୍ଣ୍ଣନା ଅଛି, ସେମାନଙ୍କ ମଧ୍ୟରେ ଗଣେଶଙ୍କ ମହତ୍ତ୍ୱ ଅସାଧାରଣ  । ସନାତନ ହିନ୍ଦୁ ଧର୍ମରେ
ଗଣେଶଙ୍କୁ କେବଳ ଯେ ପଞ୍ଚଦେବତାଙ୍କ ମଧ୍ୟରେ ପୂଜା କରାଯାଏ ତାହା ନୁହେଁ; ଅନ୍ୟ ଯେ
କୌଣସି ଦେବଦେବୀଙ୍କ ପୂଜା ବା ଉତ୍ସବ ମଧ୍ୟ ଶâୀଗଣେଶଙ୍କ ସ୍ମରଣ ବା ଆବାହନ ବିନା