Difference between revisions 9812 and 9821 on orwikisourceହାସ ମାଡ଼େ, ମୁଣ୍ଡ ତଳକୁ ପୋତି ଦେଇ ଦୁଇ ଓଠ ବୁଜି ହସ ଲୁଚାଏ। ଏଣିକି ବାସୁ ପଢାଇ ଦେଲେ କେତେବେଳେ ତୁନି ତୁନି ପଢ଼େ, କେତେବେଳେ ଖାଲି ହୁଁ ହୁଁ କାରେ, ପଢା ସରିଲେ ପାଟି ବୁଜି ଘରକୁ ପଳାଏ। ପ୍ରତିଦିନ ସଂଜ ବେଳେ ଦାଣ୍ଡଦୁଆର କବାଟକୁ ଧରି କାହାକୁ ଚାହିଁଥାଏ, ବାସୁ ଆସିଲେ ଘରକୁ ପଳାଏ, ପାଁଚଞ୍ଛ ଡାକରେ ବାହାରେ ନାହିଁ। ଏଣିକି ରେବତୀ ଦାଣ୍ଡକୁ କେବେ ବାହାରିଲେ ବୁଢୀ ଖପା ହୁଏ।⏎
ଦେଖୁ ଦେଖୁ ପାଞ୍ଛମି ରୁ ଦୁଇ ବରଷ ହୋଇ ଗାଲାନି। ବିଧାତାଙ୍କ ବିଧାନ କାହାର ଦିନ ସାମାନଭାବେ ଜିବନାହିଁ।
This site is not affiliated with or endorsed in any way by the Wikimedia Foundation or any of its affiliates. In fact, we fucking despise them.
|