Difference between revisions 6612 and 6613 on orwiktionary



[http://www.audioomm.listen2myradio.com '''ଓଡିଊମ୍ମ୍''']   ଏକ   ଓଡିଆ ଭାଷାର  ଏକ  ଇଣ୍ଟରନେଟ୍  ରେଡିଓ ଚ୍ୟାନେଲ୍   ।  ଏହା   ୨୯ ଜୁଲାଇ ୨୦୧୨ରୁ   ପରିବେଷଣ ହେବା ଆରମ୍ଭ ହୋଇଛି । ଏହି  ରେଡିଓ  ଚ୍ୟାନେଲ୍ ଟିରେ  ସମସ୍ତ ପ୍ରକାର  ଓଡିଆ ସଂଗୀତ ପରିବେଷଣ ହୋଇ ଥାଏ    ଯଥା  - ଓଲିଉଡ୍  ବା  ଓଡିଆ ସିନେମା ଗୀତ ,ଓଡିଆ  ଆଧୁନିକ  ବା ଆଲବମ୍  ଗୀତ ,ଓଡିଆ  ଭଜନ,ଓଡିଆ ସମ୍ବଲପୁରୀ  ଇତ୍ୟାଦି ।
ଉକ୍ତ ରେଡିଓ  ଚ୍ୟାନେଲ୍  ଟିକୁ ପୃଥିବୀ ର ଯେକୌଣସି ସ୍ଥାନ ରୁ ଇଣ୍ଟରନେଟ୍ ମାଧ୍ୟମ ରେ  ନିଶୁଲ୍କ ରେ ଆକ୍ସେସ୍ କରି ହୁଏ  ଏବଂ ଓଡିଆ ସଂଗୀତ କୁ ଉପଭୋଗ କରାଯା ପାରେ । 
ଏହା ଆମ ଓଡିଆ ଲୋକଙ୍କ ମନରଂଜନ ସହ ଓଡିଆ ଭାଷାକୁ   ଓଡିଆ ସଂଗୀତ  ମାଧ୍ୟମ ରେ  ଦେଶ ବିଦେଶରେ ପ୍ରଚାର ପ୍ରସାରର ଅଭିନବ ପ୍ରୟାସ ମଧ୍ୟ ।
ଏହି   ଚ୍ୟାନେଲ୍ କୁ   ଏହାର  ଇଣ୍ଟରନେଟ୍  ପୃଷ୍ଠାକୁ  ଯାଇ ସହଜରେ  ଉପଭୋଗ କରି ହେବ । 
ଏହାକୁ ଆକ୍ସେସ୍  କରିବା  ନିମନ୍ତେ କୌଣସି ପ୍ରକାର  ସାଇନ୍  ଅପ୍  ଦରକାର ନାହିଁ  ଏବଂ ଏହା ସମ୍ପୂର୍ଣ୍ଣରୂପେ ନିଶୁଲ୍କ ମଧ୍ୟ ଅଟେ । 
ଏହି ଚ୍ୟାନେଲ୍ ର ଇଣ୍ଟରନେଟ୍ ପୃଷ୍ଠାରେ ଦୁଇ ପ୍ରକାରର  ଯଥା  '''Windows Media Player'''  ଏବଂ  '''Flash Player'''  ପ୍ଲେୟାର୍ ରେ  ପ୍ଲେ କରିବା   ବା ରେଡିଓକୁ  ଶୁଣିବା  ପାଇଁ  ସୁବିଧା ରହିଛି ।