Revision 6611 of "ଓଡିଊମ୍ମ୍ - ଓଡିଆ ଇଣ୍ଟରନେଟ୍ ରେଡିଓ" on orwiktionary[http://www.audioomm.listen2myradio.com '''ଓଡିଊମ୍ମ୍'''] ଏକ ଓଡିଆ ଭାଷାର ଲୋକପ୍ରିୟ ଇଣ୍ଟରନେଟ୍ ରେଡିଓ ଚ୍ୟାନେଲ୍ । ଏହା ଶ୍ରୀମାନ୍ ବେଦ୍ ପ୍ରକାଶ୍ ପାତ୍ରଙ୍କ ଦ୍ବାରା ୨୯ ଜୁଲାଇ ୨୦୧୨ରୁ ପରିବେଷଣ ହେବା ଆରମ୍ଭ ହୋଇଛି । ଏହି ରେଡିଓ ଚ୍ୟାନେଲ୍ ଟିରେ ସମସ୍ତ ପ୍ରକାର ଓଡିଆ ସଂଗୀତ ପରିବେଷଣ ହୋଇ ଥାଏ ଯଥା - ଓଲିଉଡ୍ ବା ଓଡିଆ ସିନେମା ଗୀତ ,ଓଡିଆ ଆଧୁନିକ ବା ଆଲବମ୍ ଗୀତ ,ଓଡିଆ ଭଜନ,ଓଡିଆ ସମ୍ବଲପୁରୀ ଇତ୍ୟାଦି । ଉକ୍ତ ରେଡିଓ ଚ୍ୟାନେଲ୍ ଟିକୁ ପୃଥିବୀ ର ଯେକୌଣସି ସ୍ଥାନ ରୁ ଇଣ୍ଟରନେଟ୍ ମାଧ୍ୟମ ରେ ନିଶୁଲ୍କ ରେ ଆକ୍ସେସ୍ କରି ହୁଏ ଏବଂ ଓଡିଆ ସଂଗୀତ କୁ ଉପଭୋଗ କରାଯାଏ ପାରେ । ଏହା ଆମ ଓଡିଆ ଲୋକଙ୍କ ମନରଂଜନ ସହ ଓଡିଆ ଭାଷାକୁ ଓଡିଆ ସଂଗୀତ ମାଧ୍ୟମ ରେ ଦେଶ ବିଦେଶରେ ପ୍ରଚାର ପ୍ରସାରର ଅଭିନବ ପ୍ରୟାସ ମଧ୍ୟ । ଏହି ଚ୍ୟାନେଲ୍ କୁ '''[http://www.audioomm.listen2myradio.com www.audioomm.listen2myradio.com]''' ଲିଂକ୍ ଦ୍ବାରା ଯାଇ ସହଜରେ ଉପଭୋଗ କରି ହେବ । ଏହାକୁ ଆକ୍ସେସ୍ କରିବା ନିମନ୍ତେ କୌଣସି ପ୍ରକାର ସାଇନ୍ ଅପ୍ ଦରକାର ନାହିଁ ଏବଂ ଏହା ସମ୍ପୂର୍ଣ୍ଣରୂପେ ନିଶୁଲ୍କ ମଧ୍ୟ ଅଟେ । ଏହି ଚ୍ୟାନେଲ୍ ର ଇଣ୍ଟରନେଟ୍ ପୃଷ୍ଠାରେ ଦୁଇ ପ୍ରକାରର ଯଥା '''Windows Media Player''' ଏବଂ '''Flash Player''' ପ୍ଲେୟାର୍ ରେ ପ୍ଲେ କରିବା ବା ରେଡିଓକୁ ଶୁଣିବା ପାଇଁ ସୁବିଧା ରହିଛି । All content in the above text box is licensed under the Creative Commons Attribution-ShareAlike license Version 4 and was originally sourced from https://or.wiktionary.org/w/index.php?oldid=6611.
![]() ![]() This site is not affiliated with or endorsed in any way by the Wikimedia Foundation or any of its affiliates. In fact, we fucking despise them.
|