Revision 6614 of "ଓଡିଊମ୍ମ୍ - ଓଡିଆ ଇଣ୍ଟରନେଟ୍ ରେଡିଓ" on orwiktionary{{delete|not notable}}
[http://www.audioomm.listen2myradio.com '''ଓଡିଊମ୍ମ୍'''] ଏକ ଓଡିଆ ଭାଷାର ଏକ ଇଣ୍ଟରନେଟ୍ ରେଡିଓ ଚ୍ୟାନେଲ୍ । ଏହା ୨୯ ଜୁଲାଇ ୨୦୧୨ରୁ ପରିବେଷଣ ହେବା ଆରମ୍ଭ ହୋଇଛି । ଏହି ରେଡିଓ ଚ୍ୟାନେଲ୍ ଟିରେ ସମସ୍ତ ପ୍ରକାର ଓଡିଆ ସଂଗୀତ ପରିବେଷଣ ହୋଇ ଥାଏ ଯଥା - ଓଲିଉଡ୍ ବା ଓଡିଆ ସିନେମା ଗୀତ ,ଓଡିଆ ଆଧୁନିକ ବା ଆଲବମ୍ ଗୀତ ,ଓଡିଆ ଭଜନ,ଓଡିଆ ସମ୍ବଲପୁରୀ ଇତ୍ୟାଦି ।
ଉକ୍ତ ରେଡିଓ ଚ୍ୟାନେଲ୍ ଟିକୁ ପୃଥିବୀ ର ଯେକୌଣସି ସ୍ଥାନ ରୁ ଇଣ୍ଟରନେଟ୍ ମାଧ୍ୟମ ରେ ନିଶୁଲ୍କ ରେ ଆକ୍ସେସ୍ କରି ହୁଏ ଏବଂ ଓଡିଆ ସଂଗୀତ କୁ ଉପଭୋଗ କରାଯାଇ ପାରେ ।
ଏହା ଆମ ଓଡିଆ ଲୋକଙ୍କ ମନରଂଜନ ସହ ଓଡିଆ ଭାଷାକୁ ଓଡିଆ ସଂଗୀତ ମାଧ୍ୟମ ରେ ଦେଶ ବିଦେଶରେ ପ୍ରଚାର ପ୍ରସାରର ଅଭିନବ ପ୍ରୟାସ ମଧ୍ୟ ।
ଏହି ଚ୍ୟାନେଲ୍ କୁ ଏହାର ଇଣ୍ଟରନେଟ୍ ପୃଷ୍ଠାକୁ ଯାଇ ସହଜରେ ଉପଭୋଗ କରି ହେବ ।
ଏହାକୁ ଆକ୍ସେସ୍ କରିବା ନିମନ୍ତେ କୌଣସି ପ୍ରକାର ସାଇନ୍ ଅପ୍ ଦରକାର ନାହିଁ ଏବଂ ଏହା ସମ୍ପୂର୍ଣ୍ଣରୂପେ ନିଶୁଲ୍କ ମଧ୍ୟ ଅଟେ ।
ଏହି ଚ୍ୟାନେଲ୍ ର ଇଣ୍ଟରନେଟ୍ ପୃଷ୍ଠାରେ ଦୁଇ ପ୍ରକାରର ଯଥା '''Windows Media Player''' ଏବଂ '''Flash Player''' ପ୍ଲେୟାର୍ ରେ ପ୍ଲେ କରିବା ବା ରେଡିଓକୁ ଶୁଣିବା ପାଇଁ ସୁବିଧା ରହିଛି ।All content in the above text box is licensed under the Creative Commons Attribution-ShareAlike license Version 4 and was originally sourced from https://or.wiktionary.org/w/index.php?oldid=6614.
![]() ![]() This site is not affiliated with or endorsed in any way by the Wikimedia Foundation or any of its affiliates. In fact, we fucking despise them.
|