Difference between revisions 131365 and 132110 on orwikiଏହି ଫୋଟୋଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଥିଲା । ଏହା creative commons ଅଣ୍ଡର ରେ ଆସୁଛି । କେହି ଠିକ ଲାଇସେନ୍ସ ଯୋଡିଦେବେ କି ? ଏମିତିରେ ବି ଏହି ବହିଟି ବହୁତ ପୁରୁଣା । ଏଣୁ ଆଉ କପିରାଇଟ ନଥିବ । ଏଣୁ ଠିକ ଲାଇସେନ୍ସ କଣ ହେବ କେହି କହିପାରିବେ ?--[[ବ୍ୟବହାରକାରୀ:ଶିତିକଣ୍ଠ ଦାଶ|<font color="green">''ଶିତିକଣ୍ଠ''</font>]] ([[ବ୍ୟବହାରକାରୀଙ୍କ ଆଲୋଚନା:ଶିତିକଣ୍ଠ ଦାଶ|ଆଲୋଚନା]]) ୧୩:୨୬, ୧୫ ଅଗଷ୍ଟ ୨୦୧୩ (UTC)⏎ :କେମିତି ଜାଣିଲ CC ଲାଇସେନ୍ସ ବୋଲି? କେତେ ବର୍ଷ ପୁରୁଣା ବହି? ଯଦି କପିରାଇଟ ସରିଯାଇଛି, ତାହେଲେ license expired (ମନେ ପଡୁନି ଛାଞ୍ଚ ନାମଟି) ଗୋଟେ ଛାଞ୍ଚ ଅଛି । ତେବେ ଏଠୁ ହଟେଇ commonsରେ ଅପଲୋଡ଼ କରିବାକୁ ହେବ । -- [[User:ansumang|<font color="#FF4F00">ଅଂଶୁମାନ</font>]] [[User talk:ansumang|<font color="#007FFF"><span title="Shoot!" style="cursor: crosshair;"><sup>ତାର ଯୋଡ଼ିବେ?</sup></span></font>]] ୦୯:୫୮, ୧୭ ଅଗଷ୍ଟ ୨୦୧୩ (UTC) All content in the above text box is licensed under the Creative Commons Attribution-ShareAlike license Version 4 and was originally sourced from https://or.wikipedia.org/w/index.php?diff=prev&oldid=132110.
![]() ![]() This site is not affiliated with or endorsed in any way by the Wikimedia Foundation or any of its affiliates. In fact, we fucking despise them.
|