Difference between revisions 132110 and 132117 on orwiki

ଏହି ଫୋଟୋଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଥିଲା । ଏହା creative commons ଅଣ୍ଡର ରେ ଆସୁଛି । କେହି ଠିକ ଲାଇସେନ୍ସ ଯୋଡିଦେବେ କି ? ଏମିତିରେ ବି ଏହି ବହିଟି ବହୁତ ପୁରୁଣା । ଏଣୁ ଆଉ କପିରାଇଟ ନଥିବ । ଏଣୁ ଠିକ ଲାଇସେନ୍ସ କଣ ହେବ କେହି କହିପାରିବେ ?--[[ବ୍ୟବହାରକାରୀ:ଶିତିକଣ୍ଠ ଦାଶ|<font color="green">''ଶିତିକଣ୍ଠ''</font>]] ([[ବ୍ୟବହାରକାରୀଙ୍କ ଆଲୋଚନା:ଶିତିକଣ୍ଠ ଦାଶ|ଆଲୋଚନା]]) ୧୩:୨୬, ୧୫ ଅଗଷ୍ଟ ୨୦୧୩ (UTC)
:କେମିତି ଜାଣିଲ CC ଲାଇସେନ୍ସ ବୋଲି? କେତେ ବର୍ଷ ପୁରୁଣା ବହି? ଯଦି କପିରାଇଟ ସରିଯାଇଛି, ତାହେଲେ license expired (ମନେ ପଡୁନି ଛାଞ୍ଚ ନାମଟି) ଗୋଟେ ଛାଞ୍ଚ ଅଛି । ତେବେ ଏଠୁ ହଟେଇ commonsରେ ଅପଲୋଡ଼ କରିବାକୁ ହେବ । --&nbsp;[[User:ansumang|<font color="#FF4F00">ଅଂଶୁମାନ</font>]]&nbsp;[[User talk:ansumang|<font color="#007FFF"><span title="Shoot!" style="cursor: crosshair;"><sup>ତାର ଯୋଡ଼ିବେ?</sup></span></font>]] ୦୯:୫୮, ୧୭ ଅଗଷ୍ଟ ୨୦୧୩ (UTC)
:: [[ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ]] ପ୍ରକାଶ କାଳ: ୧୯୩୦ - ୧୯୪୦ ; ସୃଜନିକା ଏହାର ଯେଉଁ ସିଡି ବାହାର କରିଥିଲେ ମୁଁ ସେଇଥିରୁ ଫୋଟୋଟିକୁ କପି କରିଛି । ସେଥିରେ ଦ୍ଵିତୀୟ ପୃଷ୍ଠାରେ '''GNU GPL CC''' ବୋଲି ଲେଖାଯାଇଛି । ସେଥିରେ ଆହୁରି ଅନେକ ଫୋଟୋ ଅଛି । ଏହାର ଲାଇସେନ୍ସ କଣ ହେବ ?--[[ବ୍ୟବହାରକାରୀ:ଶିତିକଣ୍ଠ ଦାଶ|<font color="green">''ଶିତିକଣ୍ଠ''</font>]] ([[ବ୍ୟବହାରକାରୀଙ୍କ ଆଲୋଚନା:ଶିତିକଣ୍ଠ ଦାଶ|ଆଲୋଚନା]]) ୧୮:୩୩, ୧୭ ଅଗଷ୍ଟ ୨୦୧୩ (UTC)