Difference between revisions 196978 and 197035 on orwiki

ସାଇନାଥଙ୍କ ପ୍ରସିଦ୍ଧି ଦୃଷ୍ଟିରୁ ତତ୍‌ସମ୍ପର୍କୀୟ ସମସ୍ତ ଲେଖା ଓଡିଆ ଉଇକିରେ ରହିବା ଉଚିତ ବୋଲି ମୋର ମନେ ହୁଏ |
[[ବ୍ୟବହାରକାରୀ:Asaiodisha|Asaiodisha]] ([[ବ୍ୟବହାରକାରୀଙ୍କ ଆଲୋଚନା:Asaiodisha|ମୋ ଆଲୋଚନା]]) ୦୪:୫୯, ୪ ଅପ୍ରେଲ ୨୦୧୫ (UTC)
: {{u|Asaiodisha}}, ମୋ ମତରେ ଲେଖାକୁ ଡ଼ିଲିଟ ନକରି ସେହି କବିତା ସଂକ୍ରାନ୍ତୀୟ ତଥ୍ୟ, ଯଥା- ଏହାର ଲେଖକ, ସମୟକାଳ, ଇତିହାସ, ପ୍ରସିଦ୍ଧି, ଲୋକପ୍ରିୟତାର କାରଣ ଇତ୍ୟାଦି ଯୋଡି ଲେଖାଟିକୁ ସମୃଦ୍ଧ କରାଯାଉ । ଏବଂ କବିତାର କିୟଦ୍‌ଅଂଶ ଏଠାରେ ରଖି ସଂପୂର୍ଣ୍ଣ କବିତଟିକୁ ଉଇକି-ପାଠାଗାରକୁ ସ୍ଥାନାନ୍ତରିତ କରାଯାଉ । --[[ବ୍ୟବହାରକାରୀ:ଶିତିକଣ୍ଠ ଦାଶ|<font color="green">''ଶିତିକଣ୍ଠ''</font>]] ([[ବ୍ୟବହାରକାରୀଙ୍କ ଆଲୋଚନା:ଶିତିକଣ୍ଠ ଦାଶ|ଆଲୋଚନା]]) ୧୯:୨୨, ୫ ଅପ୍ରେଲ ୨୦୧୫ (UTC)