Difference between revisions 197035 and 197876 on orwikiସାଇନାଥଙ୍କ ପ୍ରସିଦ୍ଧି ଦୃଷ୍ଟିରୁ ତତ୍ସମ୍ପର୍କୀୟ ସମସ୍ତ ଲେଖା ଓଡିଆ ଉଇକିରେ ରହିବା ଉଚିତ ବୋଲି ମୋର ମନେ ହୁଏ | [[ବ୍ୟବହାରକାରୀ:Asaiodisha|Asaiodisha]] ([[ବ୍ୟବହାରକାରୀଙ୍କ ଆଲୋଚନା:Asaiodisha|ମୋ ଆଲୋଚନା]]) ୦୪:୫୯, ୪ ଅପ୍ରେଲ ୨୦୧୫ (UTC) : {{u|Asaiodisha}}, ମୋ ମତରେ ଲେଖାକୁ ଡ଼ିଲିଟ ନକରି ସେହି କବିତା ସଂକ୍ରାନ୍ତୀୟ ତଥ୍ୟ, ଯଥା- ଏହାର ଲେଖକ, ସମୟକାଳ, ଇତିହାସ, ପ୍ରସିଦ୍ଧି, ଲୋକପ୍ରିୟତାର କାରଣ ଇତ୍ୟାଦି ଯୋଡି ଲେଖାଟିକୁ ସମୃଦ୍ଧ କରାଯାଉ । ଏବଂ କବିତାର କିୟଦ୍ଅଂଶ ଏଠାରେ ରଖି ସଂପୂର୍ଣ୍ଣ କବିତଟିକୁ ଉଇକି-ପାଠାଗାରକୁ ସ୍ଥାନାନ୍ତରିତ କରାଯାଉ । --[[ବ୍ୟବହାରକାରୀ:ଶିତିକଣ୍ଠ ଦାଶ|<font color="green">''ଶିତିକଣ୍ଠ''</font>]] ([[ବ୍ୟବହାରକାରୀଙ୍କ ଆଲୋଚନା:ଶିତିକଣ୍ଠ ଦାଶ|ଆଲୋଚନା]]) ୧୯:୨୨, ୫ ଅପ୍ରେଲ ୨୦୧୫ (UTC)⏎ ମୋ ମତରେ ଏହି ପୃଷ୍ଠା ଉଇକିରେ ରହିଲେ କିଛି ଅସୁବିଧା ନାହିଁ । ଦୟାକରି ଡିଲିଟ ଟାଗ ହଟେଇ ଦିଅନ୍ତୁ ।--<span style="font-family: Segoe Script; font-size:12px; color: white; text-shadow: black 0.1em 0.1em 0.2em;">[[User:Jnanaranjan_sahu|Jnanaranjan Sahu (ଜ୍ଞାନ)]]</span> <sup>[[User talk:Jnanaranjan_sahu|<font color="red">ମୋତେ କିଛି କହିବେ </font>]]</sup> ୧୮:୨୦, ୨୪ ଅପ୍ରେଲ ୨୦୧୫ (UTC) All content in the above text box is licensed under the Creative Commons Attribution-ShareAlike license Version 4 and was originally sourced from https://or.wikipedia.org/w/index.php?diff=prev&oldid=197876.
![]() ![]() This site is not affiliated with or endorsed in any way by the Wikimedia Foundation or any of its affiliates. In fact, we fucking despise them.
|